ଶିଶୁଭବନରେ ଅଭାବନୀୟ ଦୃଶ୍ୟ : ବୁଲା କୁକୁରଙ୍କ ମେଳରେ ଅଭିଭାବକଙ୍କ ରାତି

କଟକ: ଶିଶୁଭବନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବୁଲା କୁକୁରଙ୍କ ମେଳରେ ଶିଶୁ ରୋଗୀଙ୍କ ଅଭିଭାବକ ରାସ୍ତାରେ ରାତି କାଟୁଛନ୍ତି। ଶିଶୁଭବନ ପରିସରରେ ଅଭିଭାବକଙ୍କ ଶୋଇବା ପାଇଁ ଘରର ଅଭାବ ଥିବାରୁ ଏ ପ୍ରକାର ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ପର୍ଯ୍ୟାପ୍ତ ଗୃହର ଆବଶ୍ୟକତା ଥିବା ବିଭିନ୍ନ ମହଲରେ ଦାବି ଉଠିଛି। ଶିଶୁଭବନରେ ରାସ୍ତାରେ ରୋଗୀଙ୍କ ଅଭିଭାବକ ଶୋଇବା … Continue reading ଶିଶୁଭବନରେ ଅଭାବନୀୟ ଦୃଶ୍ୟ : ବୁଲା କୁକୁରଙ୍କ ମେଳରେ ଅଭିଭାବକଙ୍କ ରାତି